logo

‌କାର୍ଯ୍ୟପ୍ରଣାଳୀ

•ଠକମାନେ ଅନେକ ସମୟରେ ବିଭିନ୍ନ ବାହାନାରେ ଗ୍ରାହକଙ୍କ ସହ ଯୋଗାଯୋଗ କରି କ୍ୱିକ୍ ରେସପନ୍ସ (QR) କୋଡ୍ ସ୍କାନ୍ କରିବା ପାଇଁ ଠକେଇ କରିଥାନ୍ତି ଆାରୁ ଅନ୍ତଃସ୍ଥାପିତ ଥାଏ।

•ଏଭଳି କ୍ୟୁଆର୍ କୋଡ୍ ସ୍କାନ୍ କରି ଗ୍ରାହକମାନେ ଅଜାଣତରେ ଠକମାନଙ୍କୁ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଅନୁମତି ଦେଇପାରନ୍ତି।

ସତର୍କତା

•ଯେକୌଣସି ପେମେଣ୍ଟ୍ ଆପ୍ ବ୍ୟବହାର କରି QR କୋଡ୍ ସ୍କାନ୍ କରିବା ସମୟରେ ସତର୍କ ରୁହନ୍ତୁ। QR କୋଡ୍ ଗୁଡିକରେ ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ଟଙ୍କା ‌ସ୍ଥାନାନ୍ତର କରିବାକୁ।

•ଟଙ୍କା ପ୍ରାପ୍ତ କରିବାକୁ କେବେ ବି କୌଣସି QR କୋଡ୍ ସ୍କାନ୍ କରନ୍ତୁ ନାହିଁ। ଟଙ୍କା ପ୍ରାପ୍ତି ସହିତ ଜଡିତ କାରବାର ପାଇଁ ବାରକୋଡ୍ / QR କୋଡ୍ ସ୍କାନ୍ କରିବା କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପିନ୍ (m-PIN), ପାସୱାର୍ଡ୍ ଇତ୍ୟାଦି ପ୍ରବେଶ କରିବା ଆବଶ୍ୟକ ହୁଏ ନାହିଁ। 

ମୂଳପୃଷ୍ଠାକୁ ଫେରନ୍ତୁ |